Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହିଳାଙ୍କ ଆଧାରରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଁଛନ୍ତି କି ନବୀନ ?

Odisha

ମହିଳାଙ୍କ ଆଧାରରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଁଛନ୍ତି କି ନବୀନ ?

Smruti Parija
Browse all articles by Smruti Parija
·2 years ago
ମହିଳାଙ୍କ ଆଧାରରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଁଛନ୍ତି କି ନବୀନ ?

ଅର୍ଗସ ବ୍ୟୁରୋ:  ତୃତୀୟ ପର୍ଯ୍ୟାୟ ଲୋକସଭା ଓ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । 5ଟି ଲୋକସଭା ଓ 27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୬ ମହିଳା ପ୍ରାର୍ଥୀ । 

ଆସ୍କା - ମଞ୍ଜୁଲତା ସ୍ୱାଇଁ 
ବ୍ରଜରାଜନଗର - ଅଳକା ମହାନ୍ତି 
ଝାରସୁଗୁଡା - ଦୀପାଳି ଦାସ 
ବଡ଼ସାହି - ଅନସୂୟା ପାତ୍ର 
ମୋରଡା - ପ୍ରତିନନ୍ଦା କାନୁନଗୋ
ଫୁଲବାଣୀ -ଜୟଶ୍ରୀ କଅଁର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ୫ ଟି ଲୋକସଭା ଆସନରୁ ଜଣେ ମହିଳା ପ୍ରାର୍ଥୀ ବରଗଡ଼ରୁ ପରିଣୀତା ମିଶ୍ରଙ୍କୁ ଟିକେଟ୍ ଦେଇଛି ଦଳ ।  ଭଦ୍ରକରୁ ପୁଣି ମଞ୍ଜୁଲତା ମଣ୍ଡଳଙ୍କୁ ମିଳିଛି ଶଙ୍ଖ ଟିକେଟ୍ ।

ଭୃଗୁବକ୍ସି ପାତ୍ରଙ୍କ ସହ ଏହି 5 ଜଣଙ୍କୁ ଲୋକସଭା ପ୍ରାର୍ଥୀ
 

Argus Whatsapp Channel Mobile Top
Sponsored
6 women candidates among the candidates for 27 assembly seats | Argus News