Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫ ବର୍ଷରେ ୬୦ ହଜାର ଟ୍ରେଡିଙ୍ଗ ଠକେଇର ଶିକାର

Rashmita Mishra
Browse all articles by Rashmita Mishra
·1 year ago
୫ ବର୍ଷରେ ୬୦ ହଜାର ଟ୍ରେଡିଙ୍ଗ ଠକେଇର ଶିକାର

ଅର୍ଗସ ବ୍ୟୁରୋ: କାଳ ସାଜୁଛି ଅନ ଲାଇନ ଟ୍ରେଡିଙ୍ଗ । ପାଞ୍ଚ ବର୍ଷ ମଧ୍ୟରେ 59 ହଜାର 437 ଲୋକ ଅନ ଲାଇନ ଟ୍ରେଡିଙ୍ଗ ଠକେଇର ହୋଇଛନ୍ତି ଶିକାର । ୨୦୧୯ରେ ୧୮ ଜଣ,  ୨୦୨୦ ରେ ୨୮ ଜଣ, ୨୦୨୧ ରେ ୨୨ ଜଣ ଓ ୨୦୨୨ ରେ ମାତ୍ର ୧୦୫ ଜଣ ଲୋକ ଅନ ଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି । ୨୦୨୩ ପରଠାରୁ ଅନଲାଇନ ଟ୍ ହୋଇଥିବା ବେଳେ ହଠାତ ୨୦୨୩ ରେ ମାମଲା ସାଙ୍ଘାତିକ ଭାବେ ବଢ଼ିଛି । ୨୦୨୩ ରେ ୧୮ ହଜାର ୯୯୪ ଲୋକ ଅନ ଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଥିବା ବେଳେ ୨୦୨୪ ରେ ଗତ ୧୧ ମାସ ରେ ସଂଖ୍ୟା ପହଁଚିଛି ୪୦ ହଜାର ୨୭୦ ରେ ପହଞ୍ଚିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
60,000 victims of trading fraud in 5 years | Argus News