Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟାରେ କ୍ଷତି ହୋଇଛି ୬୧୬କୋଟି ୧୯ଲକ୍ଷ ଟଙ୍କାର ସମ୍ପତ୍ତି

Sangram Tripathy
Browse all articles by Sangram Tripathy
·1 year ago
ବାତ୍ୟାରେ କ୍ଷତି ହୋଇଛି ୬୧୬କୋଟି ୧୯ଲକ୍ଷ ଟଙ୍କାର ସମ୍ପତ୍ତି

ଅର୍ଗସ ବ୍ୟୁରୋ: ଆସିଲା ଦାନା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ। ବାତ୍ୟାରେ କ୍ଷତି ହୋଇଛି ୬୧୬କୋଟି ୧୯ଲକ୍ଷ ଟଙ୍କାର ସମ୍ପତ୍ତି। ୧୪ ଜିଲ୍ଲାର ୧୩୧ ବ୍ଲକ୍ ଓ ୧୧ ହଜାର ୬୩୭ ଗାଁ ହୋଇଛି ପ୍ରଭାବିତ। କୃଷି, ଶକ୍ତି, ପଞ୍ଚାୟତିରାଜ, ପାନୀୟ ଜଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନରେ ମିଳିବ କ୍ଷତିପୂରଣ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
616 crores 19 lakhs worth of property has been damaged in the storm | Argus News