ମାଲବାହୀ ଟ୍ରେନରୁ ଅଲଗା ହେଲା ୭ଟି ବଗି
·11 months ago

Key Points
ମାଲବାହୀ ଟ୍ରେନରୁ ଅଲଗା ହେଲା ୭ଟି ବଗି
ବଗି ଛାଡି ପଳାଇଲା ଇଞ୍ଜିନ
ଅଧଘଣ୍ଟା ପରେ ଇଞ୍ଜିନ ଆସି ୭ଟି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା
ମାଲବାହୀ ଟ୍ରେନରୁ ଅଲଗା ହେଲା ୭ଟି ବଗି। ବଗି ଛାଡି ପଳାଇଲା ଇଞ୍ଜିନ। ବାଲେଶ୍ୱର ଜିଲ୍ଲା ମାର୍କୋଣା ଷ୍ଟେସନ ବଣା ରେଳ ଫାଟକ ନିକଟରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ ୭ଟି ବଗିକୁ ଛାଡି ପଳାଇ ଯାଇଥିଲା। ଆଜି ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରେନ ଡାଉନ ଲାଇନରେ ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ବଣା ରେଳ ଫାଟକ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା।
ଯାହା ଫଳରେ ଲୋକମାନେ ବହୁତ ସମୟ ଧରି ସମସ୍ୟା ଭୋଗି ଥିଲେ। ଅଧଘଣ୍ଟା ପରେ ଇଞ୍ଜିନ ଆସି ୭ଟି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: