ଶ୍ରୀମନ୍ଦିରରେ ଗରମ ଡାଲି ପଡି ୭ ଭକ୍ତ ଆହତ
·1 year ago

Key Points
ଶ୍ରୀମନ୍ଦିରରେ ଗରମ ଡାଲି ପଡି ୭ ଭକ୍ତ ଆହତ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭଅଣ୍ଡ ଘରୁ ଗରମ ଡାଲି ନେଇ ଯାଉଥିଲେ।
ଶ୍ରୀମନ୍ଦିରରେ ଗରମ ଡାଲି ପଡି ୭ ଭକ୍ତ ଆହତ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭଅଣ୍ଡ ଘରୁ ଗରମ ଡାଲି ନେଇ ଯାଉଥିଲେ। ଅସାବଧାନତା ଯୋଗୁଁ ନୟାଗଡରୁ ଆସିଥିବା ୭ ଜଣ ଭକ୍ତଙ୍କ ଉପରେ ପଡିଯାଇଥିଲା ଗରମ ଡାଲି । ଆହତ ଭକ୍ତଙ୍କୁ ଶ୍ରୀମନ୍ଦିର ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: