Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରସିଦ୍ଧ କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ଚାଲିବ ୭ଟି ସ୍ପେଶାଲ୍ ଟ୍ରେନ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରସିଦ୍ଧ କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ଚାଲିବ ୭ଟି ସ୍ପେଶାଲ୍ ଟ୍ରେନ୍

ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ଚାଲିବ 7ଟି ସ୍ପେଶାଲ୍ ଟ୍ରେନ୍ । ପୂର୍ବତଟ ରେଲୱେର ସୂଚନା 20ଟି ଜିଲ୍ଲା ଦେଇ ଅତିକ୍ରମ କରିବ ସ୍ଵତନ୍ତ୍ର କୁମ୍ଭମେଳା ଟ୍ରେନ୍ । ଉତ୍ତରପ୍ରଦେଶର ପ୍ରୟାଗରାଜ ଦେଇ ଅତିକ୍ରମ କରିବ ସମସ୍ତ 7ଟି ଟ୍ରେନ୍ । 


ପ୍ରସିଦ୍ଧ କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ଚାଲିବ ୭ଟି ସ୍ପେଶାଲ୍ ଟ୍ରେନ୍ । ୨୦ଟି ଜିଲ୍ଲା ଦେଇ ଅତିକ୍ରମ କରିବ ସ୍ଵତନ୍ତ୍ର କୁମ୍ଭମେଳା ଟ୍ରେନ୍ । ୪ଟି ଜିଲ୍ଲା ଦେଇ ଅତିକ୍ରମ କରିବ ଭୁବନେଶ୍ଵର-ତୁଣ୍ଡଲା ସ୍ଵତନ୍ତ୍ର ଟ୍ରେନ୍ । ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଦେଇ ଅତିକ୍ରମ କରିବ ଏହି ଟ୍ରେନ । ପୁରୀ-ତୁଣ୍ଡଲା ସ୍ଵତନ୍ତ୍ର ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ଵର ଦେଇ ଯିବ । ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇଯିବ ଟିଟିଲାଗଡ଼ ତୁଣ୍ଡଲା ଟ୍ରେନ୍ । ଏହାସହ ବିଶାଖାପଟନମ୍- DDU, ବିଶାଖାପଟନମ୍-ଗୋରଖପୁର, ତିରୁପତି-ବନାରସ ଏବଂ NS-ବନାରସ-NS କୁମ୍ଭମେଳା ଟ୍ରେନ୍ ମଧ୍ୟ ଚାଲିବ । ପୂର୍ବତଟ ରେଳୱେର ସୂଚନା ଉତ୍ତରପ୍ରଦେଶର ପ୍ରୟାଗରାଜ ଦେଇ ଅତିକ୍ରମ କରିବ ସମସ୍ତ ୭ଟି ଟ୍ରେନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 special trains to run through Odisha for the famous Kumbh Mela | Argus News