Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Rashmita Mishra
Browse all articles by Rashmita Mishra
·11 months ago
୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Key Points

ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ

ବାଲେଶ୍ବରରେ ଲଜ୍ଜା । ୭ ବର୍ଷର ନାବାଳିକାକୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ । ବସ୍ତା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ଜଣକ ସେହି ଗାଁର କରୁଣାକର ବେହେରା । ତେବେ ଗତ ରବିବାର ଦିନ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ ଉଠାଇ ଆଣି ଦୁଷ୍କର୍ମ କରିଥିଲେ । ଏନେଇ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜେଜେ ବାପାକୁ ପୋଲିସ ଉଠାଇ ଆଣି ଅଟକ ରଖି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7-year-old-girl-accused-of-rape | Argus News