Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ ପ୍ଲାଟୁନ ଫୋର୍ସ

Smruti Parija
Browse all articles by Smruti Parija
·2 years ago
ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ ପ୍ଲାଟୁନ ଫୋର୍ସ

ଅର୍ଗସ ବ୍ୟୁରୋ: ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ । ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ ପ୍ଲାଟୁନ ଫୋର୍ସ । ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନ ଫୋର୍ସ । ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନ ଫୋର୍ସ । ଗଞ୍ଜାମ, ସମ୍ବଲପୁର, ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି । ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ । ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ । ଗତକାଲି ପଶ୍ଚିମବଙ୍ଗ ଯାଇଥିଲା ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
75 platoon force will be appointed before the election-in-odisha | Argus News