Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚତୁର୍ଥ ପର୍ଯ୍ୟାୟରେ 99.61 ଲକ୍ଷ ଭୋଟର କରିବେ ମତଦାନ

Smruti Parija
Browse all articles by Smruti Parija
·2 years ago·2 min read
ଚତୁର୍ଥ ପର୍ଯ୍ୟାୟରେ 99.61 ଲକ୍ଷ ଭୋଟର କରିବେ ମତଦାନ

ଅର୍ଗସ ବ୍ୟୁରୋ: ଚତୁର୍ଥ ପର୍ଯାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । 99.61 ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର 50.88 ଲକ୍ଷ , ମହିଳା ଭୋଟର 48.72 ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟର 6087 ଜଣ ରହିଛନ୍ତି । 6 ଟି ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । 6 ଟି ସଂସଦୀୟ କ୍ଷେତ୍ରର 42 ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । 

ସେହିପରି 10 ହଜାର 882 ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । 14 ସହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । 20% ଆଦର୍ଶ ବୁଥ୍ । 70 ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ 460 ଜଣ ପ୍ରାର୍ଥୀ ଅଛନ୍ତି । 394 ବିଧାନସଭା ପ୍ରାର୍ଥୀ, 66 ଲୋକସଭା ପ୍ରାର୍ଥୀ । CAPF 125 କମ୍ପାନୀ ମୁତୟନ ହେବେ । 20 ଯାଜପୁର, 22 ବାଲେଶ୍ୱର, କେନ୍ଦ୍ରାପଡ଼ା 18, ଭଦ୍ରକ 16, 12 ଜଗତସିଂହପୁର , 18 ମୟୁରଭଞ୍ଜ, 12 କଟକ, 7 ପୁରୀ ।

PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା । ଏଜେଣ୍ଟ ଓ ଭୋଟର ବୁଥ କୁ ମୋବାଇଲ ନେଇ ପାରିବେ ନାହିଁ । 2019ରେ ଏହି 6 ଟି ସଂସଦୀୟ କ୍ଷେତ୍ରରେ 74%  ମତଦାନ ହାର ରହିଥିଲା ।  ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2014 ରେ 20 କୋଟି, 2019 ରେ 44.07 କୋଟି, 2024ରେ ଆଜି ପର୍ଯ୍ୟନ୍ତ 275 କୋଟି ଜବତ ହୋଇଛି । 2014 ରେ 1.89 କୋଟି, 2019 ରେ 1.87 କୋଟି, 2024 ବର୍ତ୍ତମାନ ସୁଦ୍ଧା 20.08 କୋଟି ଟଙ୍କା ଜବତ ହୋଇଛି । ମତଦାନ ହାର 2019 ତୁଳନାରେ ଅଧିକ ରହିଛି ।  ଭୁବେନେଶ୍ୱର ମତଦାନ ହାର 50 % ରୁ ଅଧିକ ରହିଛି ।  
 

Sponsored
99.61 lakh voters will vote in the fourth phase | Argus News