ନିର୍ବାଚନ ପରେ ଖୁବଶୀଘ୍ର ନୂଆ ସଭାପତି ଚୟନ ହେବ
·1 year ago

ଅର୍ଗସ ବ୍ୟୁରୋ: ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। କହିଛନ୍ତି, କିଛି ରାଜ୍ୟରେ ନିର୍ବାଚନ ଯୋଗୁଁ ପିସିସି ସଭାପତି ଚୟନ ବିଳମ୍ବ ହେଉଛି । ସଭାପତି ଚୟନ ପାଇଁ ଦାୟିତ୍ବରେ ଥିବା କେନ୍ଦ୍ରୀୟ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ସବୁ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି । ନିର୍ବାଚନ ପରେ ଖୁବଶୀଘ୍ର ନୂଆ ସଭାପତି ଚୟନ ହେବ ବୋଲି କହିଛନ୍ତି ତାରା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: