Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ- ରାଜସ୍ୱ ମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ- ରାଜସ୍ୱ ମନ୍ତ୍ରୀ

ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ଘୋରଇ ସ୍କୁଲ ଗୁଡିକୁ ତାଗିତ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦିନକୁ ଦିନ ପ୍ରବଳ ଖରା ହେଉଛି । ଫଳରେ ସମସ୍ତ ସ୍କୁଲ, କଲେଜ ଛୁଟି ରହିଥିବାବେଳେ ଏହି ସମୟରେ ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।


ଏନେଇ ମନ୍ତ୍ରୀ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ଅନେକ ପଦକ୍ଷେପ ନିଆଯାଛି । ଏସଓପି ଜାରି ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣ ଧୀନ ରହିଛି । ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅପିଲ କଲେ ମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ସିଏଚସି ଏବଂ ପିଏଚସି ଗୁଡିକୁ ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ।

Sponsored
Action-to-be-taken against schools reopening during holidays | Argus News