Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଲରେ ପଡିଲା ବିଶାଳ ମାଛ: ଲୋକେ ଭୟଭୀତ

Ritu Das
Browse all articles by Ritu Das
·1 year ago
ଜାଲରେ ପଡିଲା ବିଶାଳ ମାଛ: ଲୋକେ ଭୟଭୀତ

Key Points

ଜାଲରେ ପଡିଲା ବିରାଟ ମାଛ

ଏକ ୨୫କେଜିରୁ ଉର୍ଦ୍ଧ୍ବ କଣାବୋଦ ମାଛ ଜାଲରେ ଲାଗିଥିଲା

ଲୋକ ଏହି ମାଛକୁ ଦେଖି ଭୟଭୀତ ହୋଇପଡ଼ିଥିଲେ

ଜାଲରେ ପଡିଲା ବିରାଟ ମାଛ I କଣ୍ଟାମାଳ ବ୍ଲକ ଘଣ୍ଟାପଡା ତେଲନଦୀରେ ଆଜି ସେହି ଅଞ୍ଚଳର କିଛି ଲୋକ ମାଛ ମାରୁଥିବା ସମୟରେ ଏକ ୨୫କେଜିରୁ ଉର୍ଦ୍ଧ୍ବ କଣାବୋଦ ମାଛ ଜାଲରେ ଲାଗିଥିଲା। ମାଛକୁ ଧରି ବାହାରକୁ ଅଣାଯାଇଥିଲା। 


ତେବେ ଏତେ ବଡ଼ ମାଛ ଧରାପଡ଼ିଥିବାବେଳେ ମାଛକୁ ଦେଖିବାକୁ ପାଇଁ ବହୁତ ଲୋକରୁଣ୍ଡ ହୋଇଥିଲେ। କେତେକ ଲୋକ ଏହି ମାଛକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big fish caught in net: people are scared | Argus News