ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
·1 year ago

Key Points
ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
ନିଜ ଘର ବାଡ଼ରୁ ପାଳଛତୁ ସଂଗ୍ରହ କରି ସମସ୍ତେ ଛତୁ ତରକାରୀ ଖାଇଥିଲେ
ଗୁରୁତର ଅବସ୍ଥାରେ ପରିବାରର ୫ଜଣ ସଦସ୍ୟ
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମାରଙ୍ଗପାଲି ଗ୍ରାମରେ ପାଳଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ସଦସ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ନିଜ ଘର ବାଡ଼ରୁ ପାଳଛତୁ ସଂଗ୍ରହ କରି ସମସ୍ତେ ଛତୁ ତରକାରୀ ଖାଇଥିଲେ।
ଏହି ଛତୁ ତରକାରୀ ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାରର ୫ଜଣ ସଦସ୍ୟ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: