Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୂଆ ମୁଖ୍ୟ ସୂଚନା କମିଶନର IAS ମନୋଜ ପରିଡ଼ା

Odisha

ନୂଆ ମୁଖ୍ୟ ସୂଚନା କମିଶନର IAS ମନୋଜ ପରିଡ଼ା

Smruti Parija
Browse all articles by Smruti Parija
·1 year ago
ନୂଆ ମୁଖ୍ୟ ସୂଚନା କମିଶନର IAS ମନୋଜ ପରିଡ଼ା

ମନୋଜ ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସର ପ୍ରାପ୍ତ IAS ଅଫିସର ହେଉଛନ୍ତି ମନୋଜ କୁମାର ପରିଡ଼ା । 1986 ବ୍ୟାଚ୍ ର ଆଇଏଏସ ଅଫିସର ହେଉଛନ୍ତି ମନୋଜ ପରିଡା । ଏହାସହ ଅବସରପ୍ରାପ୍ତ IPS ପ୍ରାଣବିନ୍ଦୁ ଆଚାର୍ଯ୍ୟ ହୋଇଛନ୍ତି ସୂଚନା କମିଶନ ସଦସ୍ୟ । ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ସଦସ୍ୟ ଓ ଅବସରପ୍ରାପ୍ତ IAS ପବିତ୍ର ମଣ୍ଡଳ ମଧ୍ୟ କମିଶନ ସଦସ୍ୟ ନିଯୁକ୍ତ ହୋଇଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Manoj Parida becomes new Chief Information Commissioner | Argus News