Pucc fine / PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା
·5 months ago·2 min read

Key Points
PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା
PUCC ଫାଇନ୍ କମାଇବା ଯୋଜନା ଚାଲିଛି
ବାୟୁ ପ୍ରଦୂଷଣ କମାଇବା ନେଇ କଡ଼ାକଡ଼ି ହୋଇଥିଲା PUCC ନିୟମ

PUCC ଫାଇନ୍ କମାଇବା ଯୋଜନା ଚାଲିଛି। PUCC କୁ ହାଇକୋର୍ଟର ଖାରଜ ପରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଯୋଉ କଥା ଆମେ କହୁଥିଲୁ ଲୋକଙ୍କ ଆବେଗ ଥିଲା ଯେ PUCC ହଟାତ୍ ବୋଝ ଭଳିଆ ହେଇଗଲା ବୋଲି l ମେଣ୍ଡୋଟରୀ ନୂଆଁ କିଛି ନଥିଲା ମେଣ୍ଡୋଟରୀ ଥିଲା l ଗାଡ଼ି ଥିଲେ PUCC ଆବଶ୍ୟକ l ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି PUCC ର ମଧ୍ୟ ଆବଶ୍ୟକ ଥିଲା l ହଟାତ କାର୍ଯ୍ୟକାରି କରାଯିବାରୁ ଲୋକେ ଭାବିଲେ l ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍) ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ।
ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି l ଓଡ଼ିଶାରେ କୋଟିଏ ରୁ ଉର୍ଦ୍ଧ୍ବ ଗାଡ଼ି ହେଲାଣି l ତାକୁ ଆଖି ଆଗରେ ରଖି ଆମେ ଅମାନିଆ ମାନଙ୍କ ପାଇଁ PUCC ନାହିଁକି ତେଲ ନାହିଁ କଲୁ ସମସ୍ତେ ବ୍ୟଘ୍ରତାର ସହ PUC ସାର୍ଟିଫିକେଟ କଲେ l ପରୋକ୍ଷରେ ଗୋଟେ ପ୍ରକାର ଆଲୋଡନ ସୃଷ୍ଟି କଲେ l ଆମେ ବାରମ୍ବାର ଅନୁରୋଧ କଲୁ ଯେ ୯୦ ଦିନ ଯୋଉ କଥା କାଲି ମାନ୍ୟବର ହାଇକୋର୍ଟ କହିଲେ ୯୦ ଦିନର ଯଦି ଚାଲାଣ ବାକି ଅଛି puc ହେଇ ପାରିବ ନାହିଁ l ଏବଂ ଜନସ୍ବାର୍ଥ ମାମଲା ଦାଖଲ କରିବା ଲୋକଙ୍କ ଅଧିକାର l ଲୋକଙ୍କ ସ୍ଵାଧୀନତା ମଧ୍ୟ l ମାନ୍ୟବର ହାଇକୋର୍ଟ ତାକୁ ଖାରଜ କଲେ l ସରକାରଙ୍କ ପ୍ରାଥମିକତା ନାହିଁ କାହାକୁ ଜରିମାନା ନେଇକି ସରକାର ଚାଲିବା ଆମ ସରକାରଙ୍କ ପ୍ରାଥମିକତା ନାହିଁ l ନିଶ୍ଚିତ ଭାବେ ତାକୁ ତର୍ଜମା କରାଯିବ ଓ କମବି କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍) ମିଳିବ ନାହିଁ। ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି | ବକେୟା ଚାଲାଣ ଥିଲେ ପିୟୁସିସି ପାଇଁ ମନା କରାଯିବା ପ୍ରସଙ୍ଗ ସଂଶୋଧିତ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁସାରେ ବୈଧ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏଥି ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସ୍ନିଗ୍ଧା ପାତ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories