Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏସ୍‌ମା ଆଇନକୁ ଆଉ 6 ମାସ ଲାଗୁ କଲା ରାଜ୍ୟ ଗୃହ ବିଭାଗ

Odisha

ଏସ୍‌ମା ଆଇନକୁ ଆଉ 6 ମାସ ଲାଗୁ କଲା ରାଜ୍ୟ ଗୃହ ବିଭାଗ

Banajyotshna Ray
Browse all articles by Banajyotshna Ray
·1 year ago
ଏସ୍‌ମା ଆଇନକୁ ଆଉ 6 ମାସ ଲାଗୁ କଲା ରାଜ୍ୟ ଗୃହ ବିଭାଗ

ଅର୍ଗସ ବ୍ୟୁରୋ:  ଏସ୍‌ମା ଆଇନକୁ ଆଉ 6 ମାସ ଲାଗୁ କଲା ରାଜ୍ୟ ଗୃହ ବିଭାଗ । ଆଉ 6 ମାସ ବଢ଼ିଲା ଆନ୍ଦୋଳନ ଉପରେ ନିଷେଧାଦେଶ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଛି କଟକଣା । ମେ' ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେନି କର୍ମଚାରୀ । ପୂର୍ବରୁ ନଭେମ୍ବର 23 ଯାଏଁ ଜାରି ହୋଇଥିଲା ନିଷେଧାଦେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The State Home Department extended the ESMA Act for another 6 months | Argus News