ପୁଣି ଫେରିବ ତାତି , ୩ ଦିନ ପରେ ଉପରମୁହାଁ ପାରଦ
·1 year ago

Key Points
ପୁଣି ଫେରିବ ତାତି ସହ ଗୁଳୁଗୁଳି। 2 ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ। କାଳବୈଶାଖୀ ବର୍ଷା ପରେ ବଢିବ ଖରାର ପ୍ରକୋପ। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ବଢିବ ତାତି । ସେପଟେ ଆହୁରି ୪୮ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ନେଇ ଓ୍ବାର୍ଣ୍ଣିଙ୍ଗ୍ ଜାରି ହୋଇଛି। ୮ ଓ ୯ ତାରିଖ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ୍ ଜାରି କରିଛି ପାଣିପାଗ ବିଭାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: