୧୦୦୦ ବର୍ଷର କରମଙ୍ଗା ଗଛ ମା'କାମରୂପାକାଳୀଙ୍କୁ ଦେଉଛି ସୁରକ୍ଷା
·1 year ago

ପୁରୀ:ମା' କାମରୂପାକାଳୀ ଙ୍କୁ ସୁରକ୍ଷା ଦେଉଛି ୧୦୦୦ ବର୍ଷର କରମଙ୍ଗା ଗଛ । ଝଡ ବର୍ଷା କିମ୍ବା ବାତ୍ୟା ଗଛରୁ ପତ୍ରଟିଏ ମଧ୍ୟ ଖସାଇ ପାରୁନି। ଚନ୍ଦନପୁର ନିକଟସ୍ଥ ବିରପ୍ରତାପପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' କାମରୂପା କାଳୀଙ୍କ ମହିମା, କରୁଣା ସହ ୧୦୦୦ ବର୍ଷର କରମଗା ଗଛକୁ ନେଇ ରହିଛି ଭକ୍ତିଭାବାବେଗର କଥା। କରମଗା ଗଛମୂଳରେ ମା'କାମରୂପା କାଳୀ ଆର୍ବିଭୂତ ହୋଇଥିଲେ। ସେବେଠାରୁ ମାନସିକଧାରି ମା'ଙ୍କ ନିକଟକୁ ଆସିଲେ ମା'ଙ୍କୁ ଦର୍ଶନ ସହ କରମଙ୍ଗା ବୃକ୍ଷରେ ଶଙ୍ଖା ସାଲୁ ବାନ୍ଧିଥାନ୍ତି। ଆଜିବି କଅଁଳ ଗଛ ଟିଏ ଭଳି ଦିଶୁଛି ୧୦୦୦ ବର୍ଷର କରମଗା ବୃକ୍ଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: