Odisha Case / ମୋବାଇଲ ପାଇଁ ମାମୁଁ ଘରେ ଝୁଲି ପଡ଼ିଲେ
·8 months ago·2 min read

Key Points
ମୋବାଇଲ ପାଇଁ ମାମୁଁ ଘରେ ଝୁଲି ପଡ଼ିଲେ
ଚମ୍ପୁଆ ଗୁଳୁଦିପଶି ଗାଁରେ ଅଭାବନୀୟ ଘଟଣା
ମୃତକ ଚମ୍ପୁଆ ବ୍ଲକ ବାଲେଶ୍ୱର ଗାଁର ଶୈଳେଶ ମହାନ୍ତ
ଗୁଳୁଦିପଶି ଗାଁରେ ମାମୁଁ ଘରେ ରହି ପାଠ ପଢୁଥିଲେ

ଆଜି ପ୍ରଥମାଷ୍ଟମୀରେ ମାମୁଁ ଘରେ ଚାଲିଗଲା ଭଣଜାର ଜୀବନ। ପ୍ରଥମାଷ୍ଟମୀରେ ସବୁଠି ଖୁସିର ମାହୋଲ ଥିବାବେଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସାଧାରଣ ମୋବାଇଲ ପାଇଁ ଆତ୍ମହତ୍ୟା କରିଥିବା ଖବର ଆସିଛି। ମୋବାଇଲ ପାଇଁ ମାମୁଁ ଘରେ ଝୁଲି ପଡ଼ିଲେ। ବାରିଆ ଥାନା ଗୁଳୁଦିପଶି ଗାଁରେ ଅଭାବନୀୟ ଘଟଣା। ମୃତକ ଚମ୍ପୁଆ ବ୍ଲକ ବାଲେଶ୍ୱର ଗାଁର ଶୈଳେଶ ମହାନ୍ତ। ବାରିଆ ଥାନା ଗୁଳୁଦିପଶି ଗାଁରେ ମାମୁଁ ଘରେ ରହି ପାଠ ପଢୁଥିଲେ l ନୂଆ ମୋବାଇଲ ପାଇଁ ଘରେ ଯିଦି କରିଥିଲେ। ଘର ଲେlକ ମେlବାଇଲ ନଦେବାରୁ ଘର ପଛରେ ଥିବା ଗଛରେ ଝୁଲି ପଡିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରେ ମୃତ ଘେlଷଣା କରିଛନ୍ତି ଡାକ୍ତର । ଘଟଣାସ୍ଥଳରେ ବାରିଆ ପୋଲିସର ତଦନ୍ତ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ଆଜି ପ୍ରଥମାଷ୍ଟମୀ, କାହିଁକି ଘରର ପ୍ରଥମ ପିଲାଙ୍କୁ କରାଯାଏ ପୋଢ଼ୁଆଁ
ଆଜିକାଲି ପିଲାମାନଙ୍କର ମୋବାଇଲ ଏକ ବଡ଼ ସମସ୍ୟା ହୋଇଗଲାଣି। ସମସ୍ତଙ୍କୁ ଦରକାର ଥାଏ ମୋବାଇଲ। ଛୋଟ ପିଲାମାନେ ପାଠ ପଢ଼ା ଛାଡ଼ି ଖେଳକୁଦ ସହ କେବଳ ମୋବାଇଲରେ ସମୟ ବିତାଉଛନ୍ତି। ମୋବାଇଲର ବ୍ୟବହାର ଏତେ ବଢ଼ିଗଲାଣି ଯେ, ଦିନକୁ ଦିନ ପିଲାମାନେ ବଡ଼ ବଡ଼ ଭୁଲ କରିବାକୁ ବି ପଛାଉନାହାନ୍ତି। ଏଇ ଯେମିତି ଘଟଣା ଆପଣଙ୍କ ସାମ୍ନାରେ।ଆଜି ପ୍ରଥମାଷ୍ଟମୀ । ଘରେ ଘରେ ପିଠା ପଣାର ଆସର । ବଡ଼ ସନ୍ତାନ ପୋଢୁଆଁ ହେବାର ରହିଛି ବିଧି । ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ।
ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି । ପୂର୍ବରୁ ମାର୍ଗଶିର ମାସକୁ ବର୍ଷାରମ୍ଭର ପ୍ରଥମ ମାସ ଭାବେ ଗ୍ରହଣ କରାଯାଉଥିଲା । ଏହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କେହି କେହି ମତ ଦେଇଥାନ୍ତି । ଅନ୍ୟପଟେ ପିଲାମାନଙ୍କୁ କିପରି ଭାବରେ ସଠିକ ରାସ୍ତାରେ ନିଆଯିବ ତାକୁ ନେଇ ଉଠୁଛି ପ୍ରଶ୍ନ। ମୋବାଇଲର ବହୁଳ ବ୍ୟବହାର ପାଇଁ ପିଲାମାନଙ୍କ ଭବିଷ୍ୟତ ଖରାପ ହେଉଥିବା ଅଭିଯୋଗ ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories