Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀପୁର ଡୁଙ୍ଗୁରିପଦରରେ ବୁଡ଼ିଗଲା ବ୍ରିଜ, ଯାତାୟାତ ବାଧାପ୍ରାପ୍ତ

Smruti Parija
Browse all articles by Smruti Parija
·11 months ago
ଲକ୍ଷ୍ମୀପୁର ଡୁଙ୍ଗୁରିପଦରରେ ବୁଡ଼ିଗଲା ବ୍ରିଜ, ଯାତାୟାତ ବାଧାପ୍ରାପ୍ତ

Key Points

ଲକ୍ଷ୍ମୀପୁର ଡୁଙ୍ଗୁରିପଦରରେ ବୁଡ଼ିଗଲା ବ୍ରିଜ୍

ଯାତାୟାତ ବାଧାପ୍ରାପ୍ତ

ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର

ଲକ୍ଷ୍ମୀପୁର ଡୁଙ୍ଗୁରିପଦରରେ ବୁଡ଼ିଗଲା ବ୍ରିଜ୍ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୋରାପୁଟ-ରାୟଗଡ଼ା ମଧ୍ୟରେ NHରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର ।


ଗତ ଦୁଇଦିନ ତଳେ ଟ୍ରାକ୍ ରେ ପଥର ପଡିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ । ରାୟଗଡା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ ପଥର ପଡିବା ଫଳରେ ରାତ୍ରି କାଳରେ ଯାତାୟତ କରୁଥିବା ସମସ୍ତ ଟ୍ରନ ଦୀର୍ଘ ୬ ଘଣ୍ଟା ଧରି ଚଳା ଚଳ ବନ୍ଦ ରହିଥିଲା। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-bridge-has-submerged-in-laxmipur-dunguripadar-traffic-has-been-disrupted | Argus News