Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ହୁତୁହୁତୁ ହୋଇ ଜଳିଲା କାର

Odisha

ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ହୁତୁହୁତୁ ହୋଇ ଜଳିଲା କାର

Smruti Parija
Browse all articles by Smruti Parija
·1 year ago
ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ହୁତୁହୁତୁ ହୋଇ ଜଳିଲା କାର

ଭୁବନେଶ୍ୱର:  ଭୁବନେଶ୍ବରରେ ଜଳିଗଲା କାର । ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ହୁତୁ ହୁତି ହୋଇ ଜଳିଲା କାର । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରୁଥିବା ସୂଚନା ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
a-car-catch-fire-in-front-of-the-nayapalli-durga-puja-mandap | Argus News