Videos
|
Odisha

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

Ritu Das
Browse all articles by Ritu Das
·1 year ago
ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଅର୍ଗସ ବ୍ୟୁରୋ: ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ । ନନ୍ଦପୁର ଥାନା ଗେରୁପେଟ ଜଙ୍ଗଲ ନିକଟରେ ଏହି ଅଘଟଣ ଘଟିଯାଇଛି। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା କୁହାଯାଉଛି । ସ୍ୱାମୀ ସ୍ତ୍ରୀ କାଠ ସଂଗ୍ରହ ପାଇଁ ଜଙ୍ଗଲ ଯାଇଥିଲେ ।


ସ୍ଥାନୀୟ ଅଞ୍ଚଳର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି । ଆଶବ୍ୟକସ୍ଥଳରେ କାଠ ପାଇଁ ସେମାନେ ଜଙ୍ଗଲ ଯାଆନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: