ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ
·1 year ago

ସମ୍ବଲପୁର: ବୁର୍ଲା ଭିମସାର ପ୍ରିସମସ ଉତ୍ସବରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଖଣ୍ତ ଯୁଦ୍ଧ । ଘଟଣାରେ ୩ ଜଣ ଇଣ୍ଟର୍ନ ଛାତ୍ର ଆହତ ହୋଇଛନ୍ତି । ଉତ୍ସବ ଚାଲିବା ବେଳେ ବିଲମ୍ବିତ ରାତ୍ରିରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଭିମସାର ନିର୍ଦ୍ଦେଶକ ପହଁଚି ବୁଝାସୁଝା କରିଥିଲେ । ଉଭୟ ଛାତ୍ର ଗୋଷ୍ଠୀ ଖଣ୍ତ ଯୁଦ୍ଧ କାରଣ କଣ ତାହା ଅସ୍ପଷ୍ଟ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: