ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ
·1 year ago

Key Points
ରାଜଧାନୀରେ ଫୁଡ୍ ବ୍ଲଗରଙ୍କ ମୃତ୍ୟୁ ସସପେନ୍ସ । ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ ।
ଭୁବନେଶ୍ୱର: ରାଜଧାନୀରେ ଫୁଡ୍ ବ୍ଲଗରଙ୍କ ମୃତ୍ୟୁ ସସପେନ୍ସ । ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ଆଦର୍ଶ ବିହାରର ଏକ ଘରୋଇ ହଷ୍ଟେଲରୁ ମୃତଦେହ ଜବତ କରିଛି ପୋଲିସ । ମୃତ ଯୁବତୀଙ୍କ ନାଁ ସୋନାଲି ସଙ୍ଘ ମିତ୍ରା ପରିଡା । 4ବର୍ଷ ହେବ ହଷ୍ଟେଲରେ ରହୁଥିଲେ । ସେ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏକ ବିଲଡର କମ୍ପାନୀରେ ଚାକିରୀ କରୁଥିଲେ । ସେପଟେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାସ୍ଥଳରେ ପହଞ୍ଚି ଇନଫୋସିଟି ଥାନା ପୋଲିସର ଛାନଭିନ୍।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: