|
logo
Live

Argus News - ଶୋଇଥିବାବେଳେ ଭାଇ-ଭଉଣୀକୁ ଗୁଳିମାଡ

Odisha

ଶୋଇଥିବାବେଳେ ଭାଇ-ଭଉଣୀକୁ ଗୁଳିମାଡ

Smruti Parija
Browse all articles by Smruti Parija
·1 year ago
ଶୋଇଥିବାବେଳେ ଭାଇ-ଭଉଣୀକୁ ଗୁଳିମାଡ

Key Points

ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ।

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡାରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପ୍ରକାଶ ମିର୍ଧା ଓ ଯାଜ୍ଞସେନୀ ମିର୍ଧାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଝିଅ ଯାଜ୍ଞସେନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ SCB କୁ ସ୍ଥାନାନ୍ତରିତ କରାଯାଇଛି । କିଏ ଓ କାହିଁକି ଗୁଳିକାଣ୍ଡ କରିଛି ଜଣାପଡିନାହିଁ । କିଶରନଗର ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶୋଇଥିବାବେଳେ ଭାଇ-ଭଉଣୀକୁ ଗୁଳିମାଡ | Argus News