Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଣପୁର ବନାଞ୍ଚଳରେ ପଶିଲେ ୧୪ଟିକିଆ ହାତୀପଲ

Ritu Das
Browse all articles by Ritu Das
·1 year ago
ରଣପୁର ବନାଞ୍ଚଳରେ ପଶିଲେ ୧୪ଟିକିଆ ହାତୀପଲ

ନୟାଗଡ ଜ଼ିଲ୍ଲା ରଣପୁର ରେଞ୍ଜରେ ହାତୀ ଆତଙ୍କ l ୧୪ଟିକିଆ ହାତୀପଲକୁ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳ ବାସୀ l ନାକିଠଣା ବିଟ ହାଉସ ପାଖରେ ହାତୀ ପଲ ରହିଥିବା ବେଳେ, ହାତୀ ଘଉଡ଼େଇବାକୁ ଚେଷ୍ଟା ଜାରି ରଖିଛି ରଣପୁର ବନବିଭାଗ।


ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଇବା ସମୟରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି ହାତୀ l ସେପଟେ ରାତିହେଲେ ଘରୁ ନ ବାହାରିବା ପାଇଁ ମାଇକ ଯୋଗେ ଗାଁ ଗାଁ ବୁଲି ସଚେତନ କଲା ରଣପୁର ବିଭାଗ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-herd-of-14-elephants-entered-ranpur-forest | Argus News