Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡିଶାରେ ମୃଦୁ ଭୂମିକମ୍ପ ଅନଭୂତ

Odisha

ଓଡିଶାରେ ମୃଦୁ ଭୂମିକମ୍ପ ଅନଭୂତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଓଡିଶାରେ ମୃଦୁ ଭୂମିକମ୍ପ ଅନଭୂତ

ଓଡିଶାରେ ମୃଦୁ ଭୂମିକମ୍ପ ଅନଭୂତ । ସକାଳ ୬ଟା ୧୦ରେ ଏହି ଭୂମିକମ୍ପ ଅନଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା 5.1 ରେକର୍ଡ । ବଙ୍ଗୋପସାଗରରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ । ୨ରୁ ୩ ସେକେଣ୍ଡ ପାଇଁ ଜଣାପଡିଥିଲା ପ୍ରଭାବ । ଭୁବନେଶ୍ବର ବାଲେଶ୍ବର , ବାରିପଦାରେ , ପାରାଦ୍ବିପରେ ଝଟକା ଅନୁଭୂତ । ପୁରୀରୁ ୨୮୬ ଏବଂ ଭୁବନେଶ୍ବରରୁ ୨୯୭ ଦୂରରେ ରହିଛି କେନ୍ଦ୍ରସ୍ଥଳ । ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ ରହିଛି କେନ୍ଦ୍ରସ୍ଥଳ ।


ଚାନ୍ଦିପୁର ତଥା ଆଖପାଖ ଅଞ୍ଚଳରେ ଭୁକମ୍ପ। ଖଟ , ଫୋନ ଥରୁଥିବା ଦେଖିଥିଲେ ଲୋକେ । ଭୟରେ ଵାହାରକୁ ପଳାଇ ଆସିଲେ ଲୋକେ । ଚାନ୍ଦିପୁର ତଥା ଆଖପାଖ ଅଞ୍ଚଳରେ ଭୁକମ୍ପ ହୋଇଥିବା ସୂଚନା ମିଳିଛି । ବାଂଲାଦେଶରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A mild earthquake was experienced in Odisha | Argus News