ବୋଇତ ବନ୍ଦାଣ ବେଳେ ଅଘଟଣ, ପୋଖରୀରେ ବୁଡ଼ିଗଲେ ନାବାଳିକା
·1 year ago

ଅର୍ଗସ ବ୍ୟୁରୋ: ବୋଇତ ବନ୍ଦାଣ ବେଳେ ଅଘଟଣ । ମାଲକାନଗିରି ସଦର ଉପକଣ୍ଠ ଚମ୍ପନଗର ଗାଁରେ ଅଘଟଣ । ଶ୍ରଦ୍ଧାଳୁଙ୍କ ଦ୍ଵାରା ବୋଇତରେ ଦାନ କରାଯାଉଥିବା ଖୁଚୁରା ଟଙ୍କା ସଂଗ୍ରହ କରିବାକୁ ଯାଇ ଅଘଟଣ । ପୋଖରୀରେ ବୁଡ଼ିଗଲେ 12 ବର୍ଷର ନାବାଳିକା । କଏନ ଟଙ୍କା ସଂଗ୍ରହ କରିବାକୁ ସାଙ୍ଗ ମାନଙ୍କ ସହ ଯାଇଥିଲେ । ପୋଖରୀର ଗଭୀର ଜଳରେ ବୁଡିଯାଇ 12 ବର୍ଷର ନାବାଳିକା ସାବିତ୍ରୀ ହନ୍ତାଳଙ୍କ ମୃତ୍ୟୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: