Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀକୁ ଡେଇଁଲେ ନବମ ଶ୍ରେଣୀର ଛାତ୍ରୀ

Smruti Parija
Browse all articles by Smruti Parija
·1 year ago
ମହାନଦୀକୁ ଡେଇଁଲେ ନବମ ଶ୍ରେଣୀର ଛାତ୍ରୀ

ବୌଦ୍ଧ: ମହାନଦୀକୁ ଡେଇଁଲେ ଛାତ୍ରୀ । ବୌଦ୍ଧ ଜିଲ୍ଲା ମିର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁଲେ ନବମ ଶ୍ରେଣୀର ଛାତ୍ରୀ । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ । ଛାତ୍ରୀଙ୍କୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କରାଯାଇ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A ninth grade student jumped into the river | Argus News