Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ଵର ପକ୍ଷରୁ ଗଠନ ହେଲା ସ୍ଵତନ୍ତ୍ର ମେଡିକାଲ ବୋର୍ଡ

Smruti Parija
Browse all articles by Smruti Parija
·2 years ago
ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ଵର ପକ୍ଷରୁ ଗଠନ ହେଲା ସ୍ଵତନ୍ତ୍ର ମେଡିକାଲ ବୋର୍ଡ

ଅର୍ଗସ ବ୍ୟୁରୋ:  ECIଙ୍କ ନିର୍ଦ୍ଦେଶ ପରେ AIIMS ଭୁବନେଶ୍ଵର ପକ୍ଷରୁ ଗଠନ ହେଲା ସ୍ଵତନ୍ତ୍ର ମେଡିକାଲ ବୋର୍ଡ । IPS ଆଶିଷ ସିଂହଙ୍କ ମେଡିକାଲ ଯାଞ୍ଚ ପାଇଁ ବୋର୍ଡ ଗଠିତ । AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଗଠିତ ହୋଇଛି । ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ହୋଇଛନ୍ତି । ମେଡିକାଲ ଯାଞ୍ଚ ପାଇଁ ଆଶିଷ ସିଂହ AIIMS ଆସିଲେ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ବୋର୍ଡ ।
 

ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ECI

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A special medical board was formed on behalf of AIIMS Bhubaneswar after ECI's order | Argus News