Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଉରକେଲାର ସୁପର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago
ରାଉରକେଲାର ସୁପର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ:  ରାଉରକେଲାର ଏକ ସୁପର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସୁରୁଚି ଗାର୍ମେଣ୍ଟ ଆଣ୍ଡ କ୍ରାଫ୍ଟରେ ଲାଗିଛି ନିଆଁ । ସିଭିଲ ଟାଉନସିପ୍‌ରେ ଅଗ୍ନିକାଣ୍ଡ ଘଟିଛି । ୫ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଛନ୍ତି । ତେବେ ନିଆଁ କେମିତି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି । ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored