Videos
|
Odisha

ଗୁଣି ସନ୍ଦେହରେ ଯୁବକକୁ ମାରି ଡ୍ୟାମରେ ଫିଙ୍ଗିଦେଲେ

Smruti Parija
Browse all articles by Smruti Parija
·1 year ago
ଗୁଣି ସନ୍ଦେହରେ ଯୁବକକୁ ମାରି ଡ୍ୟାମରେ ଫିଙ୍ଗିଦେଲେ

Key Points

ଗୁଣି ସନ୍ଦେହରେ ଯୁବକକୁ ମାରି ଡ୍ୟାମରେ ଫିଙ୍ଗିଦେଲେ

14 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମୋହନା ଥାନା ରlଚାଗୁଡା ଗାଁର ଘଟଣା

ଗୁଣି ସନ୍ଦେହରେ ଯୁବକକୁ ମାରି ଡ୍ୟାମରେ ଫିଙ୍ଗିଦେଲେ । ମୋହନା ଥାନା ରlଚାଗୁଡା ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ମୃତକ ହେଲେ ଗୋପାଳ ମଳିଜ । ହତ୍ୟା ପରେ ଅଡବା ହରଭଙ୍ଗୀ ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ । ରlଚlଗୁଡା ଓ ଗୁଞ୍ଜିମା ଗାଁର 14 ଜଣ ଅଟକ ରହିଛନ୍ତି । ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ ମୃତ୍ୟୁରୁ ଗୁଣି ସନ୍ଦେହ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
a-young-man-was-killed-and-thrown-into-a-dam-suspention | Argus News