Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣା ନେଲା ୪ ଜୀବନ, ପୋଲିସର ତନାଘନା ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ଦୁର୍ଘଟଣା ନେଲା ୪ ଜୀବନ, ପୋଲିସର ତନାଘନା ଜାରି

ଦୁର୍ଘଟଣା ନେଲା ୪ ଜୀବନ। ଝାଡଖଣ୍ଡ ଅଞ୍ଚଳର ଚତାରରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ 4 ଜଣଙ୍କ ଜୀବନ ଯିବା ସହ ଜଣେ ଗୁରୁତର ହୋଇ ରାଞ୍ଚି ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚତରା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଛି। ଝାଡଖଣ୍ଡରେ ଥିବା ଭଦ୍ରକାଳୀ ମନ୍ଦିରର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଏଖବର ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଘଟଣାର ତନାଘନା ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
accident-claims-4-lives-police-investigation-continues | Argus News