Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣା ନେଇଗଲା ଜଣଙ୍କ ଜୀବନ, 3 ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ଦୁର୍ଘଟଣା ନେଇଗଲା ଜଣଙ୍କ ଜୀବନ, 3 ଗୁରୁତର

ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, 3 ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନଂ ଏନଏଚ୍ ଧାନବେଣୀ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।‌ ମୃତକ ରସପଡା ଗାଁର ସାଇରାମ ମହାନ୍ତ । ବାଇକ୍ ଯୋଗେ ପାଟଣା ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ କରଞ୍ଜିଆ ପଟୁ ପାଟଣା ଅଭିମୁଖେ ଆସୁଥିବା ଆଉ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ।‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ୩ ଜଣଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଖବର ପରେ ଘର ଲୋକେ ଦୁଃଖରେ ଭାଙ୍ଗି ପଡିଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident claims one life, 3 seriously injured | Argus News