Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ଵରରେ ଦୁର୍ଘଟଣା ; ଜଣେ ମୃତ, ୧୫ ଆହତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭୁବନେଶ୍ଵରରେ ଦୁର୍ଘଟଣା ; ଜଣେ ମୃତ, ୧୫ ଆହତ

ଭୁବନେଶ୍ବର କୌଶଲ୍ୟା ଗଙ୍ଗ ଛକରେ ଦୁର୍ଘଟଣା । ବାଂଲାଦେଶୀ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବାଂଲାଦେଶରୁ ଇସ୍କନ ସାହାଯ୍ୟରେ ଆସିଥିଲା ୨ ଟି ବସ । ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ରାତି ପ୍ରାୟ ୨ ଟା ବେଳେ ହୋଇଛି ଅଘଟଣ । ବସରେ ଥିଲେ ୬୫ ରୁ ଅଧିକ ଯାତ୍ରୀ ।


ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା । ପିପିଲି ଏବଂ ଉତ୍ତରା ଫାଣ୍ଡି ଥାନା ଅଧିକାରୀ ଆସି ବସକୁ ଖାଲରୁ ବାହାର କରିବା ସହ ଯାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପହଞ୍ଚାଇ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident in Bhubaneswar; One dead, 15 injured | Argus News