Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦୁଝରରୁ ଭୋଜି ଖାଇ ଫେରିବାବେଳେ ଦୁର୍ଘଟଣା: ୩ମୃତ

Ritu Das
Browse all articles by Ritu Das
·2 years ago
କେନ୍ଦୁଝରରୁ ଭୋଜି ଖାଇ ଫେରିବାବେଳେ ଦୁର୍ଘଟଣା: ୩ମୃତ

ଅର୍ଗସ ବ୍ୟୁରୋ: କେନ୍ଦୁଝରରୁ ଭୋଜି ଖାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ୨ ଜଣ ଶିଶୁ ଥିବାବେଳେ ଜଣେ ମହିଳା ଅଛନ୍ତି। 

ଅନ୍ୟ ୨ ଜଣ ଗୁରୁତର ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   ସମସ୍ତେ କୋଇଡା ଥାନ ଗୋପପୁର ସାହିର ବୋଲି ଜଣା ପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident | Argus News