Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 year ago
ସ୍ଵର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ପୁରୀ ସତ୍ୟବାଦୀ ବିଜେଡି ମିଡିଆ ସଂଯୋଜକ ନାଁରେ ରୁଜୁହେଲା ମାମଲା। ସ୍ବର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି  । ଗତ ୨୦ ତାରିଖ ଦିନ ସଂଘ ର ବୈଠକରେ ସଂଘକୁ ଧମକାଇ ଥିଲେ । ଚନ୍ଦନପୁର ଥାନାରେ ୨୬୯/୨୪ ନମ୍ବରରେ ହୋଇଛି ମାମଲା ରୁଜୁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accused of asking for alms from the Gold and Silver Craftsmen's Association | Argus News