ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍
·1 year ago

ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବରଗଡର ୯ଟି ସ୍ଥାନରେ ଚଢଉ ହୋଇଛି । ସରକାରୀ ବାସଭବନ , ଅଫିସ ଓ ସମ୍ବଲପୁର ଅଇଁଠାପାଲି ଘରେ ଚାଲିଛି ରେଡ୍ । ସମ୍ବଲପୁର ଡିୟର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର, ସମ୍ବଲପୁରସ୍ଥିତ ଅଫିସ, ସମ୍ବଲପୁର ଅଇଁଠାପଲ୍ଲୀଠାରେ ତିନି ମହଲା କୋଠା ଓ ବରଗଡର ପୈତୃକ ଘରେ ରେଡ୍ ଚାଲିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: