ଭିସୁଟ୍ରେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭିସୁଟ୍ର ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଇଛନ୍ତି ଭିସୁଟ କର୍ତ୍ତୃପକ୍ଷ । ୧୦ ଏପ୍ରିଲରେ ଛାତ୍ରୀ ଫିସରି ଅଂଚଳରେ ବୁଡି ମୃତ୍ୟୁବରଣ କରିବା ପରେ କାର୍ଯ୍ଯାନୁଷ୍ଠାନ । ୫ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ହୋଇଛି ।
କିଛି ଜଣ ଛାତ୍ରଙ୍କ ଗ୍ରେଡ କମାଇବା "ଏଫ" କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଙ୍କା ଫାଇନ ହୋଇଛି । ସେହିପରି DSW ତତ୍ବାବଧାନରେ ସାମାଜିକ କାମ କରିବାକୁ ନିର୍ଦ୍ଦେଶ ହୋଇଛି । ଭିସୁଟ ଛାତ୍ରଙ୍କୁ ସମ୍ବେଦନଶୀଳ ଅଂଚଳ ଯିବା ନେଇ ପୁବରୁ କଟକଣା ଲାଗିଥିଲା । ଏହାକୁ ଉଲଘନ କରିଥିବାରୁ କାର୍ଯ୍ଯାନୁଷ୍ଠାନ ହୋଇଛି ।
ସେହିପରି ଡିଏସ୍ଡବ୍ଲୁ ତତ୍ତ୍ବାବଧାନରେ ସାମାଜିକ କାମ କରିବାକୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁସାରେ ଭିସୁଟ୍ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ କଟକଣା ଲାଗିଥିଲା। ହେଲେ ଛାତ୍ରଛାତ୍ରୀ ଏହାକୁ ମାନିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

