Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଡ଼ଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Odisha

ବଡ଼ଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Ritu Das
Browse all articles by Ritu Das
·2 years ago
ବଡ଼ଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଅର୍ଗସ ବ୍ୟୁରୋ: ବଡଚଣାରୁ ହାରିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କ ଠାରୁ ପରାସ୍ତ ହେଲେ ଅଭିନେତ୍ରୀ ବର୍ଷା। 
ଅମରଙ୍କ ଠାରୁ ୭୩୮୩ ଭୋଟ ବ୍ୟବଧାନରେ ପରାଜିତ ହେଲେ ବର୍ଷା। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବର୍ଷାଙ୍କୁ ପଛରେ ପକାଇ ଅମରଙ୍କ ଗାଡି ଆଗେଇ ଯାଇଥିଲା ।

ଆଉ ଶେଷରେ ସେ ବିଜୟୀ ଲାଭ କରିଛନ୍ତି। ତେବେ ବଡଚଣା ଟିକେଟକୁ ନେଇ ବିଜେଡିରେ ଝଡ ଉଠିଥିଲା । ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କୁ ଟିକେଟ୍ ନଦେଇ ବର୍ଷାଙ୍କୁ ଦେବା ପରେ କନ୍ଦଳ ଲାଗି ରହିଥିଲା । ପରେ ଅମରଙ୍କୁ ବୁଝାଇ ଦେଇଥିଲେ ମଧ୍ୟ ବର୍ଷା ଏଥରର ବାଜି ଜିତି ପାରି ନାହାନ୍ତି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Actress Barsha Priyadarshini l | Argus News