Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତିନି ରଥରେ ବନ୍ଧାଯାଉଛି ଚାରମାଳ

Odisha

ତିନି ରଥରେ ବନ୍ଧାଯାଉଛି ଚାରମାଳ

Smruti Parija
Browse all articles by Smruti Parija
·1 year ago
ତିନି ରଥରେ ବନ୍ଧାଯାଉଛି ଚାରମାଳ

ପୁରୀ:  ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଯିବେ ତିନି ଠାକୁର । ଆଉ କିଛି ସମୟ ପରେ ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ । ତିନି ରଥରେ ବନ୍ଧାଯାଉଛି ଚାରମାଳ । ଶରଧାବାଲିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ରଥା ରୂଢ ଚତୁର୍ଥାମୂର୍ତ୍ତି । ତିନି ଠାକୁରଙ୍କୁ ଦେଖି ବିଭୋର ଭକ୍ତ । ଆଜି ଦିନି ତମାମ ଠାକୁରଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଆଡପଣ୍ଡପ (ଜନ୍ମବେଦି)କୁ ବିଜେ କରିବେ । 
 

ଶରଧା ବାଲିରେ ତିନି ରଥ, ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
adapa-mandap-bije-rituals-to-be-held-today | Argus News