Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବହୁ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା

Odisha

ବହୁ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା

Ritu Das
Browse all articles by Ritu Das
·1 year ago
ବହୁ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା

ବହୁ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ 2024 ନେଇ ରାତି ୯ଟା ପରେ ବି ଚାଲିଛି ଆଲୋଚନା। ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଲ ଆଗତ ହେବା ପରେ ପାରିତ ନେଇ ଚାଲିଛି ଆଲୋଚନା।


ବିରୋଧୀ ଦଳ ବିଧାୟକ ମାନେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର ବିଧାୟକ ମାନେ ପାରିତ ହେବା ନେଇ ଯୁକ୍ତି ବାଢୁଛନ୍ତି। ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭାରେ ଘମାଘୋଟ ଆଲୋଚନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-a-long-time-the-assembly-session-continues-till-late-night | Argus News