ଭୁବନେଶ୍ବରରେ ପହଞ୍ଚି ଚଣ୍ଡିଖୋଲ ଗଲେ ମୋଦି
·2 years ago

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚି ଚଣ୍ଡିଖୋଲ ଗଲେ ପ୍ରଧାନମନ୍ତ୍ରୀ। ତେଲେଙ୍ଗାନାରୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ତା'ପରେ ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯିବେ। ୧୯,୬୦୦ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ମୋଦି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: