Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ପନ୍ନୁର ଧମକ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ଦେବାପାଇଁ ଧମକପୂର୍ଣ୍ଣ ମେଲ୍

Odisha

ପୁଣି ପନ୍ନୁର ଧମକ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ଦେବାପାଇଁ ଧମକପୂର୍ଣ୍ଣ ମେଲ୍

Swoyang prajna Mishra
Browse all articles by Swoyang prajna Mishra
·1 year ago
ପୁଣି ପନ୍ନୁର ଧମକ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ଦେବାପାଇଁ ଧମକପୂର୍ଣ୍ଣ ମେଲ୍

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ରହିବାକୁ ପୁଣି ପନ୍ନୁର ଡ୍ରାମା । ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମିଡିଆରେ ଚର୍ଚ୍ଚାରେ ରହିବାକୁ ଧମକପୂର୍ଣ୍ଣ ମେଲ୍ କରୁଛି । ପ୍ରବାସୀ ଭାରତୀୟ ଦିବସକୁ ଭଣ୍ଡୁର କରିବାକୁ ଏକ ଧମକପୂର୍ଣ୍ଣ ମେଲ୍ କରିଛି । ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ଧମକ ଦେଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ୍‌ ।


ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଦେଇଛି ଆତଙ୍କବାଦୀ ଗୁରୁପନ୍ତ ସିଂହ ପନ୍ନୁ । ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ଡିଜି ସମ୍ମିଳନୀ ସମୟରେ ବି ଧମକ ଦେଇଥିଲା ପନ୍ନୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again Gurpatwant Singh Pannu's threatening mail for odisha | Argus News