ପୁଣି ମଝି ଚିଲିକାରେ ପୁଣି ଫସିଲା ଡଙ୍ଗା, ଡଙ୍ଗାରେ ଅଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ
·1 year ago

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଡଙ୍ଗା । କୃଷ୍ଣପ୍ରସାଦ ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ, ୧୫ଟି ବାଇକ୍ । ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ମଏଁସା ନିକଟରେ ଡଙ୍ଗା ଅଟକିଥିବା ଜଣାପଡିଛି । ଡଙ୍ଗାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଟକିଛି । ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ତେବେ ଏହା ପ୍ରଥମ ଥର ନୁହେଁ, ବାରମ୍ବାର ଏହି ଘଟଣା ଦେଖିବାକୁ ମିଳୁଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: