Videos
|
Odisha

ବନ୍ୟାଞ୍ଚଳରେ ସାପ କାମୁଡା ନେଇ ଆଲର୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବନ୍ୟାଞ୍ଚଳରେ ସାପ କାମୁଡା ନେଇ ଆଲର୍ଟ

Key Points

ବନ୍ୟାଞ୍ଚଳରେ ସାପ କାମୁଡା ନେଇ ଆଲର୍ଟ
ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ସିଡିଏମଓଙ୍କ ସହ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଲୋଚନା
ସବୁ CHC ଓ PHCରେ ମହଜୁଦ ରଖାଯାଇଛି ଆଣ୍ଟି ସ୍ନେକ ଭେନମ

ବନ୍ୟାଞ୍ଚଳରେ ସାପ କାମୁଡା ନେଇ ଆଲର୍ଟ। ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ସିଡିଏମଓଙ୍କ ସହ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଲୋଚନା । ସବୁ CHC ଓ PHCରେ ମହଜୁଦ ରଖାଯାଇଛି ଆଣ୍ଟି ସ୍ନେକ ଭେନମ । ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ। ସେପଟେ ଚିନ୍ତା ବଢ଼ାଉଛି ସାପ କାମୁଡା ରିପୋର୍ଟ। 2021ରେ 2280 ସାପ କାମୁଡା ମାମଲା ରିପୋର୍ଟ ହୋଇଥିଲା।


ସେହିପରି 2022 ରେ 4855, 2023ରେ 9,325 ଓ 2024ରେ 16,682 ସାପ କାମୁଡା ମାମଲା ରିପୋର୍ଟ ହୋଇଛି। 2021-22ରେ 844 ଜଣ ସାପ କାମୁଡାରେ ମୃତ୍ୟୁରଣ କରିଥିବା ବେଳେ 2022-23ରେ 1001 ଓ 23-24 ରେ 1,016 ଜଣ ଲୋକ ସାପ କାମୁଡାରେ ପ୍ରାଣ ହରାଇଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Alert issued regarding snake bites in Flood area | Argus News