ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଅଭିଯୁକ୍ତ ଗିରଫ
·1 year ago

Key Points
ସରକାରଙ୍କ ଜିରୋ ଟଲେରାନ୍ସ
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଅଭିଯୁକ୍ତ ଗିରଫ
୨୪ ଘଣ୍ଟା ନ ପୂରୁଣୁ ବାନ୍ଧିଲା ପୋଲିସ
ସରକାରଙ୍କ ଜିରୋ ଟଲେରାନ୍ସ । ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ ୨୪ ଘଣ୍ଟା ନ ପୂରୁଣୁ ବନ୍ଧା ହେଲେ ସମସ୍ତ ଅଭିଯୁକ୍ତ ।ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖାଯାଇଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ରାଜ୍ୟ ବାହାରକୁ ଫେରାର ପାଇଁ ଉଦ୍ୟମ କରୁଥିଲେ । ଆଜି ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ କରିବ ପୋଲିସ । ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିଲେ ଯୁବତୀ । ତେବେ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: