Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟରେ ସମସ୍ତ ସ୍କୁଲ ଛୁଟି: ରେଡ୍ ୱାର୍ଣ୍ଣିଂ ପରେ ଛୁଟି ଘୋଷଣା

Ritu Das
Browse all articles by Ritu Das
·1 year ago
କୋରାପୁଟରେ ସମସ୍ତ ସ୍କୁଲ ଛୁଟି: ରେଡ୍ ୱାର୍ଣ୍ଣିଂ ପରେ ଛୁଟି ଘୋଷଣା

ଅର୍ଗସ ବ୍ୟୁରୋ: କୋରାପୁଟରେ ସମସ୍ତ ସ୍କୁଲ ଛୁଟି । ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । IMD ପକ୍ଷରୁ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ଛୁଟି ଘୋଷଣା ହୋଇଛି। 

ଆଜି ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ ଛୁଟି

ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ବିଭାଗ ଛୁଟି ଘୋଷଣା କରିଛି। ସେପଟେ ମାଲକାନଗିରି ଓ ଗଞ୍ଜାମରେ ମଧ୍ୟ ସ୍କୁଲ ଛୁଟି । ମଙ୍ଗଳବାର ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଅବପାତ ପ୍ରଭାବରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
All schools in Koraput | Argus News