Videos
|
Odisha

ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ `କର୍ମଯୋଗୀ' ଆଖ୍ୟା 

Smruti Parija
Browse all articles by Smruti Parija
·1 year ago
ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ `କର୍ମଯୋଗୀ' ଆଖ୍ୟା 

ଅର୍ଗସ ବ୍ୟୁରୋ: ଆଉ କର୍ମଚାରୀ ନୁହେଁ ଏବେ `କର୍ମଯୋଗୀ'। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ `କର୍ମଯୋଗୀ' ଆଖ୍ୟା ଦିଆଯିବ। ଏଣିକି ସମସ୍ତ ସରକାରୀ କର୍ମଚାରୀ `କର୍ମଯୋଗୀ' ଭାବେ ବିବେଚିତ ହେବେ । ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଚିଠି। ସମସ୍ତ ACS, ପ୍ରମୁଖ ସଚିବ ଏବଂ କମିଶନରଙ୍କୁ ଚିଠି ଲେଖି ଜଣାଇଲେ ମୁଖ୍ୟ ସଚିବ। ମିଶନ୍ କର୍ମଯୋଗୀକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
all-state-govt-employee-will-be-given-the-title-of-karmayogi-not-karmachari | Argus News