ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
·1 year ago

କଟକ: କଟକରେ ପୁଣି ଲଜ୍ଜା । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କଟକ ଶିଶୁଭବନରେ ଭର୍ତ୍ତି । ଥାନାରେ ଏନେଇ ମାମଲା ହୋଇଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।
ପୀଡି଼ତା ଶିଶୁ କନ୍ୟାର ବାପା ମା' ଏକ ଇଟା ଭାଟିରେ କାମ କରୁଥିଲେ । ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି । ପୋଲିସ ଅଭିଯୁକ୍ତ କୁ ଧରିବା ବିଭିନ୍ନ ସ୍ଥାନରେ ରେ ଯାଞ୍ଚ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: